ଆଜିର ଖବର ଗଞ୍ଜାମ ଜିଲ୍ଲାର ସମସ୍ତ ଆଧାର ପଂଜିକରଣ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କରୋନା ଭୟାବହତା ଯୋଗୁଁ ଆଧାର ପଂଜିକରଣ କେନ୍ଦ୍ରଗୁଡ଼ିକ ମାର୍ଚ୍ଚ ମାସ ୨୦ ତାରିଖଠାରୁ ବନ୍ଦ କରାଯାଇ ପଂଜିକରଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା।…