ଆଜିର ଖବର ମମତା ବାନାର୍ଜୀଙ୍କ ପାଖରେ ମାତ୍ର ୪ ପ୍ରତିଶତ ଭୋଟ ଅଛି, ସେମାନେ କଣ କରିପାରିବେ?: କଂଗ୍ରେସ ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ କଂଗ୍ରେସ ସଂସଦୀୟ ଦଳର ନେତା ଆଧୀର ରଂଜନ ଚୌଧୁରୀ ଲୋକସଭାରେ ଆକ୍ରମଣ କରିଛନ୍ତି। ‘କୌଣସି ୟୁପିଏ ନାହିଁ’ ସମ୍ପର୍କରେ…