ଆଜିର ଖବର ୧.୫ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୪୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ଯୋଗ ଦେବାର ସମ୍ଭାବନା ନୂଆଦିଲ୍ଲୀ: ମହାକୁମ୍ଭର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଅର୍ଥନୈତିକ ଗୁରୁତ୍ୱ ସଂପର୍କରେ ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜବାହରଲାଲ ନେହରୁ ଭବନରେ ବିଦେଶୀ ସାମ୍ବାଦିକମାନଙ୍କୁ ଅବଗତ କରାଯାଇଛି। ଏଥିରେ…