ଆଜିର ଖବର ୨୨ ବର୍ଷ ବୟସରେ ସମ୍ଭାଳିବେ ୨୧୯୧୧୮୭୨୨୦୦୦ ଟଙ୍କାର ବ୍ୟବସାୟ, ଜାଣନ୍ତୁ ସେ କିଏ? ନୂଆଦିଲ୍ଲୀ: ଆନନ୍ଦମୟୀ ବଜାଜ ଆଜିକାଲି ସୋସିଆଲ ମିଡିଆ ଏବଂ କର୍ପୋରେଟ୍ ଜଗତରେ ଶିରୋନାମାରେ ଅଛନ୍ତି। ୨୨ ବର୍ଷିୟା ଆନନ୍ଦମୟୀ ବଜାଜ ଗ୍ରୁପର ଅଧ୍ୟକ୍ଷ କୁଶାଗ୍ର ବଜାଜଙ୍କ ଝିଅ।…