ରଣପୁର: ରଣପୁର ସିଭିଲ୍ କୋର୍ଟ ପରିସର ମଧ୍ୟରେ ଟିଏଲଏସସି ଚେୟାରମ୍ୟାନ ତଥା ବିଚାରପତି ଅନୁଶ୍ରୁତି ଚୌଧୁରୀ ଙ୍କ ଅଧ୍ୟକ୍ଷତା ରେ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାର ଆସୋସିଏସନ ସଭାପତି ସୁବାସ ଚନ୍ଦ୍ର ଜେନା, ସରକାରୀ ଓକିଲ ନାରାୟଣ ମହାପାତ୍ର, ଡଃ ବୈଦ୍ୟନାଥ ନନ୍ଦ, ଆଇନଜିବୀ କୃପାସିନ୍ଧୁ ବେହେରା ଓ ହେମପ୍ରଭା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲୋକ ମାନଙ୍କୁ ଏହି ଦିବସ ପାଳନ କରାଯିବାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
Categories
ରଣପୁର: ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
