ଆଜିର ଖବର ଆନ୍ଧ୍ର ବିଧାନ ପରିଷଦ ସଦସ୍ୟତା ଠକେଇ ମାମାଲ, ଗିରଫ ହେବେ ଓଡିଶା ବିଜେପି ନେତା: ବିଜେଡି ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର ସଦସ୍ୟ କରାଇ ଦେବା ପାଇଁ ଆଶାୟୀମାନଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ଏହି କେଳେଙ୍କାରୀକୁ ନେଇ ଫୌଜଦାରୀ ମାମଲା…