ଅନ୍ତରାଷ୍ଟ୍ରୀୟ ଓସମା ବିନ ଲାଦେନ ଶୈଳୀରେ ଆଇଏସ୍ଆଇଏସ୍ ମୁଖ୍ୟକୁ ଉଡାଇଲା ଆମେରିକା: ଲାଇଭ ଦେଖିଲେ ରାଷ୍ଟ୍ରପତି ବାଇଡେନ ୱାଶିଂଟନ୍: ଆମେରିକାର ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଅପରେସନରେ ଆଇଏସ୍ଆଇଏସ୍ ମୁଖ୍ୟ ଆବୁ ଇବ୍ରାହିମ ଅଲ-ହାସିମି ଅଲ-କୁରେଶି ନିହତ ହୋଇଛି। ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ,…