ଜାତୀୟ ଖବର ମୁକେଶ ଆମ୍ବାନୀଙ୍କ ପରିବାର ଭାରତ ଛାଡିବା ଖବର ମିଛ, ରିଲାଏନ୍ସ କଂପାନୀର ସ୍ପଷ୍ଟିକରଣ ମୁମ୍ବାଇ: ଦେଶର ଏକ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶ ପାଇଥିଲା ଯେ, ରିଲାଏନ୍ସ କଂପାନୀର ମାଲିକ ମୁକେଶ ଆମ୍ବାନୀ ଏବଂ ତାଙ୍କ ପରିବାର ଭାରତ ଛାଡିବେ। ସେଥିପାଇଁ…