ଜାତୀୟ ଖବର ଏମ୍ସ ଭୁବନେଶ୍ୱର ତରଫରୁ ଉନମୋଚିତ ହେଲା ଆୟୁଷ୍ବାଣୀ ପତ୍ରିକା, ଜାଣନ୍ତୁ ଏହା କଣ ଏମ୍ସ ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ଭୁବନେଶ୍ୱର, ଆୟୁଷ ବିଭାଗ ପକ୍ଷରୁ ଆୟୁର୍ବେଦ ଦିବସ ଅବସରରେ ପତ୍ରିକା “ଆୟୁଷ୍ବାଣୀ” ଉନ୍ମୋଚିତ ହୋଇଯାଇଛି। ଆୟୁଷ ବିଭାଗ ପକ୍ଷରୁ…