ଆଜିର ଖବର ରାଜ୍ୟରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା, ଘୋଷଣା ହେଲା ତାରିଖ, ଯୋଗଦେବେ ଜେ ପି ନଡ୍ଡା ଭୁବନେଶ୍ବର: ଆସନ୍ତା ଏଗାର ତାରିଖରେ ରାଜ୍ୟରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ ପି ନଡ୍ଡା ଶୁଭାରମ୍ଭ କରିବେ। କଟକ ବାଲିଯାତ୍ରା ପଡିଆରେ…