ଆର୍ଥିକ ପୁରସ୍କାର

ଭୁବନେଶ୍ବର: ଟୋକିଓ ଅଲମ୍ପିକରେ ଖେଳି ନିଜ ରାଜ୍ୟକୁ ତଥା ସମଗ୍ର ଦେଶକୁ ଗର୍ବାନ୍ଵିତ କରିଥିବା ୪ ଜଣ ଓଡିଶା ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି।…