ଅନ୍ତରାଷ୍ଟ୍ରୀୟ ଭାରତର ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ: ମହାମାରୀ ସମୟରେ ଆର୍ଥିକ ସୁଧାରକୁ ନେଇ କହିଲା ବିଶ୍ଵ ବ୍ୟାଙ୍କ ନୂଆଦିଲ୍ଲୀ/ୱାଶିଂଟନ: ଗତ ଏକ ବର୍ଷ ତୁଳନାରେ ଭାରତ ବହୁତ ଆଗକୁ ଚାଲିଯାଇଛି। ଏହା ଏକ ଆଶ୍ଚର୍ଯ୍ୟଜନକ କଥା ବୋଲି ଦକ୍ଷିଣ ଏସିଆ ଅଞ୍ଚଳ ପାଇଁ ନିୟୋଜିତ ବିଶ୍ଵ…