ଆଜିର ଖବର ବାତିଲ ହେଲା ଆରଆଇ, ଆସିଡିଏସ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା; ଜାଣନ୍ତୁ କେବେ ହେବ ଭୁବନେଶ୍ବର: ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ହେବାକୁ ଥିବା ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି। ଏଥିରେ ଆରଆଇ, ଆସିଡିଏସ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା…