ରାଜ୍ୟ ଖବର ଆସୁଛି ଲଘୁଚାପ, ଶୀତଦିନରେ ହେବ ବର୍ଷା, କଣ ବାତ୍ୟା ହେବ କି??? ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବ ବର୍ଷା। ଏ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।…