ଅପରାଧ ଆସ୍କା ଅବକାରୀ ବଭାଗର ଚଢାଉ: ବିପୁଳ ପରିମାଣର ଦେଶୀ ଆଉ ବିଦେଶୀ ମଦ ଜବତ, ଦୁଇ ଗିରଫ ମାନସ ପୂର୍ଣ୍ଣ ଆଚାର୍ଯ୍ୟ ଆସ୍କା: ଆଜି ଆସ୍କା ଅବକାରୀ ବଭାଗର ବହୁ-ଶୃଙ୍ଖଳିତ ଦଳ ଦ୍ଵାରା ନିମିନା, ବାଲିସିରା ଏବଂ ଆସ୍କା I.B. କ୍ୟାମ୍ପରେ ଚଢାଉ କରାଯାଇଥିଲା। ଏଥିରେ…