ଇ-ନିଲାମ ପ୍ରକ୍ରିୟା

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ରେଳ ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ସ୍କ୍ରାପ୍ ନିଷ୍କାସନ ଲକ୍ଷ୍ୟକୁ ପୂର୍ବ ତଟ ରେଳପଥ ଅତିକ୍ରମ କରିଛି।…