ବିଶେଷ ଖବର ସମାଜରେ ଜାତିବାଦକୁ ପ୍ରୋତ୍ସାହିତ କରୁଛି ସଂରକ୍ଷଣ ନୀତି ଭୁବନେଶ୍ୱର: ଜାତି ଓ ସଂରକ୍ଷଣ ପୁଣି ଚର୍ଚ୍ଚାରେ। ସମ୍ବିଧାନର ଧାରା ୧୫ ଓ ୧୬ରେ ଅନୁସୂଚିତ ଜାତି, ଜନଜାତି ଏବଂ ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିରୁ ପଛୁଆ…