ଆଜିର ଖବର କଂଗ୍ରେସ ନେତା ଡି.କେ ଶିବକୁମାରଙ୍କୁ ସମନ: ଆସନ୍ତାକାଲି ହାଜର ହେବାକୁ ଇଡିର ଆଦେଶ ନୂଆଦିଲ୍ଲୀ: ବିବାଦରେ ଥିବା କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଇଡି ସମନ କରିଛି। ଆଜି ସମନ ଜାରି କରି ଆସନ୍ତା ଅକ୍ଟୋବର ୭ ତାରିଖରେ ନୂଆଦିଲ୍ଲୀର…