ଆଜିର ଖବର ଇଣ୍ଡିଆ ସ୍କିଲ୍ସ ପୂର୍ବାଞ୍ଚଳ ପ୍ରତିଯୋଗିତା: ୨୩ଟି ସ୍ୱର୍ଣ୍ଣ ଓ ୨୦ଟି ରୌପ୍ୟ ପଦକ ସହ ଓଡିଶା ହେଲା ପ୍ରଥମ ପାଟନା: ଇଣ୍ଡିଆ ସ୍କିଲ୍ସ ୨୦୨୧ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ଓଡ଼ିଶା ଉଲ୍ଲେଖନୀୟ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛି। ଏହି କୌଶଳ ପ୍ରଦର୍ଶନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ…