ଆଜିର ଖବର ଶୀଘ୍ର ମହଙ୍ଗା ପେଟ୍ରୋଲ ଏବଂ ଡିଜେଲରୁ ମିଳିବ ମୁକ୍ତି!, ଟିକସ ହ୍ରାସ କରିପାରନ୍ତି ସରକାର ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ମୂଲ୍ୟ ଶସ୍ତା ହୋଇପାରେ। କାରଣ ସରକାର ପୁଣି ଥରେ ଇନ୍ଧନ ମୂଲ୍ୟ ଉପରେ ଟିକସ ହ୍ରାସ କରିପାରନ୍ତି। ରିପୋର୍ଟରେ କୁହାଯାଇଛି ଯେ ମୁଦ୍ରାସ୍ଫୀତି ହାର…