ଆଜିର ଖବର ଉପନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ, ଅପରାହ୍ନ ଗୋଟାଏ ସୁଦ୍ଧା ଦୁଇ ଆସନରେ ଭୋଟ ହାର 40.51 ପ୍ରତିଶତ ଭୁବନେଶ୍ବର, ଦୁଇ ଉପନିର୍ବାଚନରେ ହେଉଥିବା ମତଦାନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପ୍ରତିଶତ ଆସିଛି। ଏଥିରେ ଦୁଇ ନିର୍ବାଚନ ମଣ୍ଡଳୀରେ ଅପରାହ୍ନ ଗୋଟାଏ ସୁଦ୍ଧା 40.51 ପ୍ରତିଶତ…