ଆଜିର ଖବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ମନ୍ତ୍ରୀମଣ୍ଡଳସ୍ତରୀୟ କମିଟିକୁ ଆଜି ଭେଟିବ ଆଉଟସୋର୍ସିଂ ମହାସଂଘ ଭୁବନେଶ୍ୱର: ଗୁରୁବାର ଓଡିଶା ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ଆନ୍ଦୋଳନର ଦିତୀୟ ଦିବସରେ ହଜାର ହଜାର କର୍ମଚାରୀ ନିଜ ଜିଦରେ ଅଟଳ ରହି ଆନ୍ଦୋଳନ ଜାରି ରଖିଥିବା…