ଜାତୀୟ ଖବର ଖୁସି ଖବର: ଇଲେକଟ୍ରିକ ଗାଡି କିଣିଲେ ରାଜ୍ୟ ସରକାର ଦେବେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ଇଲେକଟ୍ରିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ଇଲେକଟ୍ରିକ ଯାନ କ୍ରୟ…