ଜାତୀୟ ଖବର ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍: ଐତିହାସିକ ବିଶ୍ୱ ଘୋଷଣାନାମା ଏବଂ ଏଆଇ କ୍ଷେତ୍ରରେ ପ୍ରମୁଖ ନିବେଶ ପ୍ରତିଶ୍ରୁତି ନୂଆଦିଲ୍ଲୀ: ଫେବ୍ରୁଆରୀ ୧୬ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ବିଶ୍ବ କୃତ୍ରିମ ବୁଦ୍ଧିମତ୍ତା ପ୍ରେକ୍ଷାପଟ୍ଟରେ ଏକ ମାଇଲଖୁଣ୍ଟ। ଏଥିରେ ପ୍ରାୟ ୬ ଲକ୍ଷ…