ଆଜିର ଖବର ଇସିଏଲଜିଏସ ୫.୦: ଅଧିକ ପ୍ରୋତ୍ସାହନ ସହ ଏମଏସଏମଇଗୁଡ଼ିକର ହେବ ସଶକ୍ତିକରଣ ଆସନ୍ତା ୩ ତାରିଖ, ବୁଧବାର କଟକଠାରେ ଏମଏସଏମଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ୫.୦)କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…