ଆଜିର ଖବର ଓଡିଶା ଦିବସ ଉପଲକ୍ଷେ ରଂଗୀନ ଆଲୋକରେ ଝଲସୁଛି ରାଜଧାନୀରେ ବିଭିନ୍ନ ଅଫିସ ଭୁବନେଶ୍ବର: ଆସନ୍ତାକାଲି ହେଉଛି ଉତ୍କଳ ଦିବସ ବା ଓଡିଶା ଦିବସ। ଏହି ଉପଲକ୍ଷେ ଆଜି ରାତିରୁ ରାଜଧାନୀର ସମସ୍ତ ସରକାରୀ ବିଲିଡିଂକୁ ରଂଗୀନ ଆଲୋକରେ ସଜା ଯାଇଛି।…