ଆଜିର ଖବର ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି: ରାଜ୍ୟପାଳ ଭୁବନେଶ୍ଵର: ଉତ୍ତମ ପରିଚାଳନା ଭାରତ ଅଭିବୃଦ୍ଧିର ଚାବିକାଠି ବୋଲି କହିଛନ୍ତି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଇଣ୍ଡିଆନ ମ୍ୟାନେଜମେଣ୍ଟ ସ୍କୁଲ ଆସୋସିଏନର ବାର୍ଷିକ…