ବିଶେଷ ଖବର ନେହେରୁଙ୍କ ପରେ ଦ୍ୱିତୀୟ କଂଗ୍ରେସ ନେତା ହେଲେ ରାହୁଲ ଗାନ୍ଧୀ: ଲାଲ ଚୌକରେ ଉତ୍ତୋଳନ କଲେ ତ୍ରିରଙ୍ଗା ଶ୍ରୀନଗର: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭରତ ଯୋଡୋ ଯାତ୍ରା ଶ୍ରୀନଗରର ଲାଲ ଚୌକରେ ପହଞ୍ଚିଛି। ଏଠାରେ ରାହୁଲ ଗାନ୍ଧୀ କାର୍ଯ୍ୟସୂଚୀ ଅନୁଯାୟୀ ପତାକା ଉତ୍ତୋଳନ କରିଥିଲେ।…