ଆଜିର ଖବର ମହାରାଷ୍ଟ୍ରରେ ଏବେ ନିର୍ବାଚନ ହେଲେ ଏମଭିଏ ପାଇବ କେତେ ଆସନ?: ଜାଣନ୍ତୁ କ’ଣ କହିଲେ ରାଉତ ମୁମ୍ବାଇ: ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ମଙ୍ଗଳବାର ଦାବି କରିଛନ୍ତି ଯେ, ଯଦି ଆଜି ମହାରାଷ୍ଟ୍ରରେ ନିର୍ବାଚନ ହୁଏ ତେବେ ମହା ବିକାଶ…