ଆଜିର ଖବର କାର୍ପାସ ବ୍ୟବସାୟ ସହିତ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ପ୍ରତିନିଧିଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ନୂଆଦିଲ୍ଲୀ: କେନ୍ଦ୍ର ବୟନ, ବାଣିଜ୍ୟ, ଉଦ୍ୟୋଗ, ଖାଉଟି ବ୍ୟାପାର ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଦେଶରେ ଖୁବ ଶୀଘ୍ର ଏକ…