ଆଜିର ଖବର ହେଲେଇ କ୍ରସର ବନ୍ଦ ଦାବିର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ବ୍ଲକ ହେଲେଇ ଗ୍ରାମରେ ପଥର ବ୍ଲାଷ୍ଟିଙ୍ଗ ଓ କ୍ରସର ସଂମ୍ପୁର୍ଣ୍ଣ ବନ୍ଦ ପାଇଁ ଶନିବାର ସକାଳେ ଗ୍ରାମବାସୀ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…