ଜାତୀୟ ଖବର ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିଜେଡି କଲା ବଡ ଘୋଷଣା, ନିଆଗଲା ଏହି ନିଷ୍ପତି ଭୁବନେଶ୍ବର: ଶେଷରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କଣ କରିବ ସେ ନିଷ୍ପତି ନିଆଯାଇଛି। ଏହି ନିର୍ବାଚନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ଦୀର୍ଘଦିନ ଧରି…