ବିଶେଷ ଖବର ଋଷିଆରେ ବଡ ଧରଣର ଭୂକମ୍ପ, ପ୍ରଶାନ୍ତ ମହାସାଗରରେ ସୁନାମୀ, ଦେଖନ୍ତୁ ଭିଡିଓ The Samikhsya Desk: ମଙ୍ଗଳବାର ରାତି ୧୧:୨୪ (GMT) ରେ ରୁଷିଆର ଦୂର ପୂର୍ବ ଅଞ୍ଚଳ କାମଚାଟକାରେ ୮.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଆମେରିକାର…