ଜାତୀୟ ଖବର ରେଳ ଇତିହାସରେ ନୂଆ ଅଧ୍ୟାୟ: ଋଷିକେଶରୁ କର୍ଣ୍ଣପ୍ରୟାଗ ପର୍ଯ୍ୟନ୍ତ, ୭ ଘଣ୍ଟା ରାସ୍ତାକୁ ଏବେ ମାତ୍ର ୨ ଘଣ୍ଟାରେ ହେବ ପୂରଣ ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ପାହାଡ଼ି ଅଞ୍ଚଳରେ ଏହି ପ୍ରକଳ୍ପରେ TBM ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି। 9.11 ମିଟର ବ୍ୟାସ ବିଶିଷ୍ଟ ସିଙ୍ଗଲ୍-ସିଲ୍ଡ ପଥର TBM ଦ୍ୱାରା କାର୍ଯ୍ୟକାରୀ…