ଆଜିର ଖବର କଂଗ୍ରେସ ସଭାପତି ପଦବୀ ପାଇଁ ଓଡିଶାରେ ସରିଲା ମତଦାନ, ଜାଣନ୍ତୁ କେତେ ଜଣ ଦେଲେ ଭୋଟ ଭୁବନେଶ୍ୱର: ଅଖିଳ ଭାରତ ଜାତୀୟ କଂଗ୍ରେସର ସଭାପତି ନିର୍ବାଚନ ପାଇଁ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଦିବା ୧୦ ଘଟିକା ଠାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ…