ଆଜିର ଖବର ଓପନ୍ ଟେଲିକମ୍ ଏଆଇ ପ୍ଲାଟଫର୍ମ ପାଇଁ ହାତ ମିଳାଇଲେ ଜିଓ, ଏଏମଡି, ସିସ୍କୋ ଏବଂ ନୋକିଆ ବାର୍ସିଲୋନା: ବିଶ୍ୱର ଚାରୋଟି ବଡ଼ ଟେକ୍ କମ୍ପାନୀ ଖୁବ୍ ଶୀଘ୍ର ମିଳିତ ଭାବରେ ଏକ ନୂତନ ଓପନ ଟେଲିକମ୍ ଏଆଇ ପ୍ଲାଟଫର୍ମ ଆରମ୍ଭ କରିବେ। ବାର୍ସିଲୋନାରେ ଚାଲିଥିବା…