ବିଶେଷ ଖବର ଆଜି ଠାରୁ ନିଷିଦ୍ଧ ହେଲା ଏକକ ବ୍ୟବହାର ପ୍ଲାଷ୍ଟିକରେ ନିର୍ମିତ ୧୯ ଟି ଆଇଟମ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା ନୂଆଦିଲ୍ଲୀ: ପରିବେଶ ଉପରେ ପ୍ଲାଷ୍ଟିକ ଦ୍ଵାରା ବଢୁଥିବା ଖରାପ ପ୍ରଭାବକୁ ରୋକିବା ପାଇଁ ସରକାର ଆଜିଠାରୁ ସାରା ଦେଶରେ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।…