ଜାତୀୟ ଖବର ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ସରକାର ହ୍ରାସ କରିବେ କି ଏକ୍ସାଇଜ୍ ଡ୍ୟୁଟି? ଅର୍ଥମନ୍ତ୍ରୀ ଦେଲେ ଏଭଳି ଉତ୍ତର ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଏବଂ ଡିଜେଲ ଉପରେ ଅଧିକ ମୂଲ୍ୟ ହ୍ରାସ କରିବା ଲାଗି ଏକ୍ସାଇଜ୍ ଶୁଳ୍କ ହ୍ରାସ କରିବାକୁ ମନା କରି ଦେଇଛନ୍ତି।…