ଅନ୍ତରାଷ୍ଟ୍ରୀୟ ଫିଫା ବିଶ୍ୱକପ: ମେକ୍ସିକୋକୁ ୨-୦ ରେ ପରାସ୍ତ କଲା ଆର୍ଜେଣ୍ଟିନା, ମେସି ଏବଂ ଫର୍ଣ୍ଣାଣ୍ଡିଜ୍ କଲେ ଗୋଲ୍ ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ ରେ ଆର୍ଜେଣ୍ଟିନା ଶେଷରେ ‘କର ବା ମର’ ଯୁଦ୍ଧରେ ଜିତିଛି। ଶନିବାର ବିଳମ୍ବିତ ରାତ୍ରିରେ ମେକ୍ସିକୋକୁ ୨-୦ ରେ ପରାସ୍ତ କରି…