ବିଶେଷ ଖବର ସମ୍ବଲପୁର ହିଂସା ଘଟଣା: ଏନଆଇଏ ଯାଞ୍ଚ କରିବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଲା ଓଡିଶା ବିଜେପି ନୂଆଦିଲ୍ଲୀ: ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ଜାତୀୟ ଅନୁସନ୍ଧାନ ଏଜେନ୍ସି…