ଆଜିର ଖବର ମହାଶିଙ୍ଗିରେ ଧରଣୀପେନୁ ଯାତ୍ରା: ମାଟି ମାଆକୁ ଶାନ୍ତ କରିବା ପାଇଁ ପୋଢ ବଳି କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅନେକ ଯୁଗରୁ ଆଦିବାସୀ ପରମ୍ପରା ଅନୁସାରେ ଚାଲି ଆସିଛି ବଳି ପ୍ରଥା। ଜିଲ୍ଲାରେ ଆଦିବାସୀ ମାନଙ୍କ ଧରଣୀ ପେନୁ ଯାତ୍ରାବେଳେ ମାଟି ମାଆକୁ…