ବିଶେଷ ଖବର ପୁଣି ୫ ବର୍ଷ ମାଗଣା ଖାଦ୍ୟଶସ୍ୟ ପ୍ରତିଶ୍ରୁତି: ଏହାର ଅର୍ଥ ଓ ଫାଇଦା କ’ଣ? ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ୨୦୧୩ ଅଧୀନରେ କେନ୍ଦ୍ର ସରକାରଙ୍କ ମାଗଣା ଖାଦ୍ୟଶସ୍ୟ ଯୋଜନାକୁ ଆସନ୍ତା ୫ ବର୍ଷ ପାଇଁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ…