ଆଜିର ଖବର ଏନ୍ଏସ୍ଏସ୍ ସ୍ଵେଚ୍ଛାସେବୀଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମ: ଦେଶର ପ୍ରଥମ ରାଜ୍ୟ ହେଲା ଓଡ଼ିଶା ଭୁବନେଶ୍ୱର: ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏନ୍ଏସ୍ଏସ୍ ସ୍ଵେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…