ଆଜିର ଖବର ଡାକ ବିଭାଗ ପକ୍ଷରୁ ଏପିଟି ୨.୦ ଆପ୍ଲିକେସନର ପ୍ରଚଳନ ଘୋଷଣା: ଆସନ୍ତା ୨ ରେ ବନ୍ଦ ରହିବ କାରବାର ଭୁବନେଶ୍ୱର: ଡିଜିଟାଲ ରୂପାନ୍ତରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଡାକ ବିଭାଗ ପକ୍ଷରୁ ଏପିଟି ୨.୦ ଆପ୍ଲିକେସନର ପ୍ରଚଳନ ପାଇଁ ଘୋଷଣା କରାଯାଇଛି। ଏପିଟି (ଆଡଭାନ୍ସଡ୍…