ଆଜିର ଖବର ନେପାଳରେ ହେଲିକପ୍ଟର ନିଖୋଜ, ୫ ବିଦେଶୀ ନାଗରିକଙ୍କ ସମେତ ୬ ଜଣ କରୁଥିଲେ ଯାତ୍ରା କାଠମାଣ୍ଡୁ: ନେପାଳର ମନାଙ୍ଗ ଏୟାରର ଏକ ହେଲିକପ୍ଟର ଆଜି ଏଭରେଷ୍ଟ ପର୍ବତ ନିକଟରେ ନିଖୋଜ ହୋଇଯାଇଛି। ହେଲିକପ୍ଟରରେ ୫ ବିଦେଶୀଙ୍କ ସମେତ ୬ ଜଣ ଯାତ୍ରା କରୁଥିଲେ।…