ଆଜିର ଖବର ସାଧାରଣ ଜନତାଙ୍କୁ ଲାଗିପାରେ ବଡ଼ ଝଟକା!: ଆସନ୍ତା ସପ୍ତାହରେ ମହଙ୍ଗା ହୋଇପାରେ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ପୁଣିଥରେ ମହଙ୍ଗା ଝଟକା ଲାଗିପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ସପ୍ତାହରେ ଏଲପିଜି ସିଲିଣ୍ଡରର ମୂଲ୍ୟରେ (ଏଲପିଜି ପ୍ରାଇସ୍ ବୃଦ୍ଧି) ବୃଦ୍ଧି…