ଜାତୀୟ ଖବର ଏସିଆର ବୃହତ୍ତମ ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ଏହାର ବିଶେଷତ୍ଵ ନୂଆଦିଲ୍ଲୀ: ଜେୱର ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନର ପ୍ରକଳ୍ପ ବୋଲି କୁହାଯାଉଛି। ଏହି ଅଞ୍ଚଳର ଲୋକଙ୍କର ମଧ୍ୟ ବହୁତ ଆଶା ଅଛି। ଆଜି …