ଆଜିର ଖବର ହୋଲିରେ ମଦ୍ୟପାନ କରି ଗାଡି ଚଲାଉଥିଲେ ହୋଇଯା’ନ୍ତୁ ସାବଧାନ!: କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ଭୁବନେଶ୍ଵର: ହୋଲି ଉତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ପୋଲିସ୍ କମିଶନର ଏସ୍. ଦେବଦତ୍ତ ସିଂ। ହୋଲିରେ ରଙ୍ଗ ଖେଳି ମଦ୍ୟପାନ କରି ଗାଡି ଚଳାଇଲେ…