ଆଜିର ଖବର ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ପରିଚାଳନା କାର୍ଯ୍ୟ ସମୀକ୍ଷା କଲା ଡିଜିସିଏ ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏକ ଉଚ୍ଚସ୍ତରୀୟ ବୈଠକରେ ମେସର୍ସ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ବିମାନ ଚଳାଚଳ ସମୀକ୍ଷା କରିଛି।…