ବିଶେଷ ଖବର ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର ପୁରୀ: ପୁରୀ ଶ୍ରୀମନ୍ଦିରକୁ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ- DGCA ପକ୍ଷରୁ ରେଡ୍ ଜୋନ୍ ରୂପେ ଘୋଷଣା କରାଯାଇଛି। ଏୟାରସ୍ପେସ୍ ମ୍ୟାପରେ ଏହାର ତଥ୍ୟ…